Wednesday 3 April 2024

ଦର୍ଶନ ଖସି ତୋ ପାଦ ପଦ୍ମରେ ଲାଖିଲା

ଦର୍ଶନ ଖସି ତୋ ପାଦ ପଦ୍ମରେ ଲାଖିଲା ଶ୍ରବଣ ଖୋସି ବୁଲେ ତୋର ଲୀଳା ଯଶ ଚିନ୍ତନ ଖସି ତୋ ଭକ୍ତ ପାଦରେ ଲାଖିଲା ହରି ହେ କେବଳ ହୃଦୟେ ତୋର ବେଶ

No comments:

Post a Comment