Saturday 6 April 2024

ଗାଈଆଳ ଯେହ୍ନେ ଗାଈ ଗୋଠକୁ ଅଡାଏ

ଗାଈଆଳ ଯେହ୍ନେ ଗାଈ ଗୋଠକୁ ଅଡାଏ ଜନନୀ ଯେହ୍ନେ ଶିଶୁକୁ ଡୋଳାରେ ରଖେ ବିପଥରୁ ନିବାରି ପାଦରେ ଆଶ୍ରୟ ଦେଲୁ ହେ ଶ୍ରୀଗୋବିନ୍ଦ ଛାଇ ପରି ରହୁ ପାଖେ

No comments:

Post a Comment