Thursday 11 April 2024

ଅତ୍ୟନ୍ତ ଭକ୍ତ ବତ୍ସଳ ସାଇ ପ୍ରଶାନ୍ତ ମୁଖ

ଅତ୍ୟନ୍ତ ଭକ୍ତ ବତ୍ସଳ ସାଇ ପ୍ରଶାନ୍ତ ମୁଖ ଦର୍ଶନ ଦେଲେ ଜୀବ ପାଶୋରେ ଦୁଃଖ ଏକ ଦେହରେ ସାଇକୃଷ୍ଣ ଅନଙ୍ଗ ବାସ ପାଦଟିଏ ବଢିଲେ ବଢଇ ବସୁଧା ସୁଖ

No comments:

Post a Comment