Wednesday 3 April 2024

ଦେହ ମନ ବାକ୍ୟରେ ଧରା ତ ନ ଦେଲେ

ଦେହ ମନ ବାକ୍ୟରେ ଧରା ତ ନ ଦେଲେ ମୁହିଁ କଣ ବୋଲି ତାଙ୍କୁ କରିବି ସମ୍ବୋଧନ ଜ୍ଞାନ ଭକ୍ତି ଯୋଗରେ ମୁଁହି ବହୁତ ଗରିବ ମୁଁ କି ବୋଲି ଡାକିବି ତାଙ୍କୁ ସେ ଭକ୍ତ ଧନ

No comments:

Post a Comment