Thursday 4 April 2024

ନୟନ ଯୁଗଳ କେବେ ଭୁଲି ନ ପାରନ୍ତି

ନୟନ ଯୁଗଳ କେବେ ଭୁଲି ନ ପାରନ୍ତି ଆହାଃ କୃଷ୍ଣ ଆତ୍ମାନନ୍ଦ ହୃଦୟ ପଶରା ଧୀର ମଧୁର ଧୀର ମଧୁର କୃଷ୍ଣ ଚାଲି କୃଷ୍ଣ ବଚନ ଅଖିଳ ସଂସାର ଆସରା

No comments:

Post a Comment