Wednesday 10 April 2024

Eid Mubarak

ଜନମ ସମୟରେ ଥିଲି ମୁଁ ସଦ୍ୟ ପଦ୍ମ ପୁଷ୍ପଟିଏ ସନାତନ ସାଥିରେ ନେଲେ ମୋତେ ଶ୍ରୀମନ୍ଦିର ମୁସଲମାନ ସାଥିରେ ନେଲେ ମକା ଓ ମଦିନା ମୁଁ ସଦ୍ୟ ପଦ୍ମ ପୁଷ୍ପଟିଏ ସ୍ରଷ୍ଠାଙ୍କ ପାଇଁ ଅଧୀର

No comments:

Post a Comment