Sunday 14 April 2024

ଯେତେବେଳେ ଗୋବିନ୍ଦ ଘରକୁ ଆସନ୍ତି

ଯେତେବେଳେ ଗୋବିନ୍ଦ ଘରକୁ ଆସନ୍ତି ସାଥିରେ ଆଣି ଥାଆନ୍ତି ଅନେକ ଆନନ୍ଦ ପାଦ ମଧୁର ମୁଖ ମଧୁର ବଚନ ମଧୁର ବଂଶୀ ଦିଏ ଖବର ଧ୍ୱନି ଆନନ୍ଦ ଆନନ୍ଦ

No comments:

Post a Comment