Thursday 11 April 2024

ଝାଟି ମାଟି ଘରେ ଆଶ୍ରୟ ନେଲୁ ହେ ଗୋବିନ୍ଦ

ଝାଟି ମାଟି ଘରେ ଆଶ୍ରୟ ନେଲୁ ହେ ଗୋବିନ୍ଦ ସଦା ମୋତେ କାଳ ବୈଶାଖୀକୁ ଲାଗଇ ଡର ତୋ ନୀଳକନ୍ଦର ଭକ୍ତର ହୃଦୟ ହେ ଗୋବିନ୍ଦ ସଦା ମୋତେ ଲଗାଇଥା ତୋ ଭାବର ଡୋର

No comments:

Post a Comment