Monday 8 April 2024

ସ୍ତୁଳ ଚିନ୍ତାକୁ ଗୋବିନ୍ଦ ଅସୀମ

ସ୍ତୁଳ ଚିନ୍ତାକୁ ଅସୀମ ଗୋବିନ୍ଦ ଗୋବିନ୍ଦ ସୁକ୍ଷ୍ମ ଯୋଗ ଧ୍ୟାନକୁ ଜାହ୍ନବୀ ଶୁଦ୍ଧ ଉଦକ ଗୋବିନ୍ଦ ଗୋବିନ୍ଦ ଅତି ନିକଟ ଭାବକୁ

No comments:

Post a Comment