Tuesday 16 April 2024

ରାମ ରାମ ଦିବସ ନିଶି କିଏ ଜପିବ ଲୋ ମା

ରାମ ରାମ ଦିବସ ନିଶି କିଏ ଜପିବ ଲୋ ମା ଆଲୋ ମୋର ସମର୍ପିତ ହୃଦୟ କଳା ଶାରୀ ଅଶୋକାଷ୍ଟମୀରେ କାଳୀ କୋଳକୁ ଉଡ଼ିଗଲୁ ଏ ଅଧମ ସନ୍ତାନ ତୋତେ ହୁଏ କେତେ ଝୁରି

No comments:

Post a Comment