Saturday 6 April 2024

ଓଲଟ ବୃକ୍ଷର ଯେତେ ମୁହିଁ ନିକଟ ହେଲି

ଓଲଟ ବୃକ୍ଷର ଯେତେ ମୁହିଁ ନିକଟ ହେଲି ବ୍ରହ୍ମଦାରୁ ଆହୁରି ତା ପାଖକୁ ନେଲା ଡାକି ବିଶାଳ ଶାଖା ବିସ୍ତାରି ଘଞ୍ଚ ଛାୟା ଦେଲେ ସଂସାର ପଥରେ କେଡେ ଯାଇଥିଲି ଥକି

No comments:

Post a Comment