Friday 12 April 2024

ଗୋବିନ୍ଦ ବିନା ଆଉ କିଏ ହେବ ଏଡ଼େ ଉଦାର

ଗୋବିନ୍ଦ ବିନା ଆଉ କିଏ ହେବ ଏଡ଼େ ଉଦାର ଏହି ମହା ଅପରାଧୀକୁ ବଢ଼ାଇ ଥାଆନ୍ତା ଚରଣ ଗୋବିନ୍ଦ ବିନା ଆଉ କାହାର ଏଡ଼େ ବଡ ହୃଦୟ ଏହି ମହା ଅପରାଧୀକୁ ପାଦରେ ଦିଅନ୍ତା ଶରଣ

No comments:

Post a Comment