Thursday 4 April 2024

ହେ ମଣିମା ଯାହା ଦେବେ ପାଦରେ ଦେବି

ହେ ମଣିମା ଯାହା ଦେବେ ପାଦରେ ଦେବି ପ୍ରଭୁ ଯମୁନା ଜଳରେ ମୁହିଁ ଉଲଗ୍ନ ଗୋପୀ ଲୋଭେ ତୋ ରୂପ ଲୁଚେଇଚି ହୃଦୟରେ ହେ ଗୋବିନ୍ଦ କ୍ଷମା ମୁହିଁ ଏକ ମହାପାପୀ

No comments:

Post a Comment