Tuesday 2 April 2024

ଆପଣା ହୋଇ ମୋତେ ସେ ନ ଚିହ୍ନିଲେ

ଆପଣା ହୋଇ ମୋତେ ସେ ନ ଚିହ୍ନିଲେ ସଜନୀରେ ମୁହିଁ ଗୋପର ଏକ ଗଉଡ଼ୁଣୀ ଚର୍ତୁଦ୍ଧାଙ୍କୁ ଅଣେଇ କଣେଇ ମୁହିଁ ଚାହିଁଲି ସଜନୀ ସମ୍ପୂର୍ଣ ଭୁଲିଗଲେ କି ବେଣୁପାଣି

No comments:

Post a Comment