Sunday 14 April 2024

ଅଧା ଅଧା କରି ଚାରି ଗୋଟି ଦିବ୍ୟ ମୂରତି

ଅଧା ଅଧା କରି ଚାରି ଗୋଟି ଦିବ୍ୟ ମୂରତି ଗୋଟିଏ ଗୋଟିଏ ଅଧାକୁ ଅଶେଷ ବିଭୁତି ସେହି ବିଭୁତି ଝଡି ଅଶେଷ ମଧୁର ମହୀ ମୁଁ ଅକ୍ଷମ ଜଣଙ୍କ ଯଶ କରିବାକୁ ଆବୃତ୍ତି

No comments:

Post a Comment