Saturday 13 April 2024

ଆନନ୍ଦ ଆନନ୍ଦ ଭାବିଦେଲେ ଗୋବିନ୍ଦ ଲୀଳା

ଆନନ୍ଦ ଆନନ୍ଦ ଭାବିଦେଲେ ଗୋବିନ୍ଦ ଲୀଳା ଆନନ୍ଦ ଆନନ୍ଦ ବୋଳିଦେଲେ ବଡଦାଣ୍ଡ ଧୂଳି ଆନନ୍ଦ ମହାନନ୍ଦ ଚଢ଼ୁଥିଲେ ବାଇଶି ପାହାଚ ଆନନ୍ଦ ମହାନନ୍ଦ ବୁଲିଗଲେ ବୈଷ୍ଣବଙ୍କ ଗଳି

No comments:

Post a Comment