Sunday 14 April 2024

ଦେହରେ ଖରା ପଡେ

ଦେହରେ ଖରା ପଡେ ମନରେ ପଡ଼େନି ଖରା ସବୁରି ହୃଦୟରେ କୃଷ୍ଣ ଆଖିରେ ପଡ଼େନି ଧରା

No comments:

Post a Comment