Friday, 4 July 2025

କୃଷ୍ଣ ରୂପ ଧ୍ୟାନ କୃଷ୍ଣ ନାମ ଜପ କୃଷ୍ଣ ଲୀଳା ସ୍ମରଣ

କୃଷ୍ଣ ରୂପ ଧ୍ୟାନ କୃଷ୍ଣ ନାମ ଜପ କୃଷ୍ଣ ଲୀଳା ସ୍ମରଣ ବୈଷ୍ଣବ ଜନମାନେ ବୋଲନ୍ତି ଏହି ତିନୋଟି ସୁଧା ଭାଗବତ ଗୋସେଇଁଙ୍କୁ ସବୁ ଦିନ ମୁଣ୍ଡିଆ ମାରୁଛି କାହିଁକି କଣ ପାଇଁ ଦର୍ଶନ ଦେଉନ କିବା ଅସୁବିଧା

No comments:

Post a Comment