କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ
ସଂସାରୀ ତୋତେଟି ନବଧା ଭକ୍ତିରେ ବାନ୍ଧଇ
କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ
ଛନ୍ଦାପାଦ ଛୁଇଁବାକୁ ସଦା ମୋ ଅନ୍ତର କାନ୍ଦଇ
ହେ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ
ସଂସାରୀଟିଏ ରାଧା କୃଷ୍ଣଙ୍କୁ ନବଧା ଭକ୍ତିରେ ବାନ୍ଧଇ
କୃଷ୍ଣ ହରେ ଜୟ କୃଷ୍ଣ ହରେ ଜୟ କୃଷ୍ଣ ହରେ ଜୟ
ଛନ୍ଦା ଚରଣ ଛୁଇଁବାକୁ ସଦା ରାମର ଅନ୍ତର କାନ୍ଦଇ
No comments:
Post a Comment