Saturday, 19 July 2025

ରାଧେ ରାଧେ ରାଧେ ଜୟ ବୃନ୍ଦାବନେଶ୍ୱରୀ

ରାଧେ ରାଧେ ରାଧେ ଜୟ ବୃନ୍ଦାବନେଶ୍ୱରୀ ପାଦ ଘୁଙ୍ଗୁର ରୁଣୁ ଝୁଣୁ କର୍ଣ୍ଣକୁ ଅତି ମଧୁର ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଗୋପ ଚନ୍ଦନ ମୋହନ ବଂଶୀର ସ୍ଵନ ପ୍ରାଣ କଲା ଅଧୀର

No comments:

Post a Comment