Monday, 21 July 2025

କି ଅବା ଅଛି ତୋ ଦୁଇ ଆଖିରେ

କି ଅବା ଅଛି ତୋ ଦୁଇ ଆଖିରେ ଏହି ପତିତ ହୃଦୟ ରହିଲା ଲାଖି କିବା ଅଛି ତୋ ଅପଲକ ଆଖିରେ ଆହାଃ ତୁହି କିବା ମୋ ପ୍ରାଣପକ୍ଷୀ

No comments:

Post a Comment