Sunday, 20 July 2025

ବ୍ରହ୍ମ ବିନ୍ଦୁ ସୂର୍ଯ୍ୟ ବିନ୍ଦୁ ଚନ୍ଦ୍ର ବିନ୍ଦୁ ଓଁକାର

ବ୍ରହ୍ମ ବିନ୍ଦୁ ସୂର୍ଯ୍ୟ ବିନ୍ଦୁ ଚନ୍ଦ୍ର ବିନ୍ଦୁ ଓଁକାର ନନ୍ଦନନ୍ଦନ କପୋଳେ ଚନ୍ଦନ ବିନ୍ଦୁ ବିନ୍ଦୁ ତିନୋଟି ଶାଖା ବିଲ୍ୱ ପତ୍ରର କେନ୍ଦ୍ର ବିନ୍ଦୁ ଯୋଗ ଜ୍ଞାନ ଭକ୍ତି ତନ୍ତ୍ରର ଅମୃତ ସିନ୍ଧୁ

No comments:

Post a Comment