Sunday, 27 July 2025

ଦାରୁବ୍ରହ୍ମ ମୂଳରେ ଦେଖିଲି ଦେବକୀ ଆନନ୍ଦ କନ୍ଦ

ଦାରୁବ୍ରହ୍ମ ମୂଳରେ ଦେଖିଲି ଦେବକୀ ଆନନ୍ଦ କନ୍ଦ ମୋହନ ବଂଶୀ ବଜାଇ ମୋ ହୃଦୟକୁ ଦହିଲା ଲୋ ଆତ୍ମାକୁ ହଜାଇ ଆସିଲି ତାଙ୍କ ଭାବ ଚକାଡ଼ୋଳାରେ ସଜନୀ ସଂସାର ଧରମ ମୋ ଦେଇ ନୋହିଲା ଲୋ

No comments:

Post a Comment