Monday, 28 July 2025

ତୁହି କଳା ତୁହି ନିଦେର୍ଶକ ହେ ମୋହନ ବଂଶୀ

ତୁହି କଳା ତୁହି ନିଦେର୍ଶକ ହେ ମୋହନ ବଂଶୀ ଆହାଃ ଯେମିତି ବଜାଉ ସେମିତି ମୁହିଁ ନାଚଇ ତୋର ଅପଲକ ଚକାଆଖି ଠାରକୁ ସଦା ନିଘା ଆହାଃ ଧନ୍ୟ ହେଲି ସଦା ଛନ୍ଦାପାଦକୁ ଚିନ୍ତଇ

No comments:

Post a Comment