Saturday, 26 July 2025

ନିରନ୍ତର ଚିନ୍ତଇ ଅତି କାରୁଣ୍ୟ କାଣ୍ଡ କୋଦଣ୍ଡ ଶ୍ରୀରାମ

ନିରନ୍ତର ଚିନ୍ତଇ ଅତି କାରୁଣ୍ୟ କାଣ୍ଡ କୋଦଣ୍ଡ ଶ୍ରୀରାମ ନିରନ୍ତର ଚିନ୍ତଇ କାଳୀୟ ଦଳନ ବନମାଳୀ କଞ୍ଜ ପାଦ ନିରନ୍ତର ଚିନ୍ତଇ ମାଆ କମଳିନୀ ସେବିତ କମଳ ପାଦ ନିରନ୍ତର କର୍ଣ୍ଣ ପାରିଥାଏ କେବେ ଶୁଭିବ ମୁରଲୀ ନାଦ

No comments:

Post a Comment