Saturday, 19 July 2025

ସର୍ବ ପ୍ରାଣୀ ପ୍ରାଣ ସର୍ବ ପ୍ରାଣୀ ରକ୍ଷକ

ସର୍ବ ପ୍ରାଣୀ ପ୍ରାଣ ସର୍ବ ପ୍ରାଣୀ ରକ୍ଷକ ତୁମେ କୃଷ୍ଣ ସର୍ବ ଜଗଦାନନ୍ଦ କାରକ ସୃଷ୍ଟି ସ୍ଥିତି ଲୟ ଅପଲକ ଚକାଡୋଳା ତୁମେ କୃଷ୍ଣ ଅନାଦି ବ୍ରହ୍ମରାଶି ଗୋଲକ

No comments:

Post a Comment