Wednesday, 30 July 2025

ମହାବିଷ୍ଣୁ ପାଟରାଣୀ ଅଖିଳ ଦାରିଦ୍ର୍ୟ ଭଞ୍ଜନୀ

ମହାବିଷ୍ଣୁ ପାଟରାଣୀ ଅଖିଳ ଦାରିଦ୍ର୍ୟ ଭଞ୍ଜନୀ ଜନନୀର ଜନନୀ ପଣତ କାନିରେ ଢାଙ୍କି ଦିଅ ମହାବିଷ୍ଣୁ ହୃଦୟ କୋଟି କୋଟି ବାତ୍ସଲ୍ୟ ସିନ୍ଧୁ ଅଜ୍ଞାନ ଅନ୍ଧାରେ କମ୍ପଇ ଗାତ୍ର କୋଳକୁ ନିଅ

No comments:

Post a Comment