Sunday, 27 July 2025

ଓଁ ସାଇ କୃଷ୍ଣ

ଓଁ ସାଇ କୃଷ୍ଣ ଓଁ ସାଇ କୃଷ୍ଣ ଓଁ ସାଇକୃଷ୍ଣ ଓଁ ସାଇକୃଷ୍ଣ ଓଁ ସାଇକୃଷ୍ଣ ତମସା ତାମସା ପୂର୍ଣ୍ଣ ଜୀବନ ଜଞ୍ଜାଳକୁ ସଙ୍କଟ ମୋଚନ ମହା ମନ୍ତ୍ର ଓଁ ସାଇ କୃଷ୍ଣ ଓଁ ସାଇ କୃଷ୍ଣ ଓଁ ସାଇକୃଷ୍ଣ ଓଁ ସାଇକୃଷ୍ଣ ଓଁ ସାଇକୃଷ୍ଣ କୋଟିଏ ସିନ୍ଧୁ ଗଭୀର ଅପଲକ କୃପା ଯନ୍ତ୍ରୀ ଜୀବ ମାତ୍ର ଏକ ଯନ୍ତ୍ର

No comments:

Post a Comment