Sunday, 20 July 2025

କୃଷ୍ଣ କୃଷ୍ଣ ହରେ ଜୟ କୃଷ୍ଣ ହରେ

କୃଷ୍ଣ କୃଷ୍ଣ ହରେ ଜୟ କୃଷ୍ଣ ହରେ ମୋ ମନରେ ନାମ ଜପ ନିରନ୍ତର ରାଧାର ପ୍ରେମ ହୃଦରେ ଭରିଲେ ମଧୁସୂଦନ ନ ହୋଇବେ ଅନ୍ତର

No comments:

Post a Comment