Saturday, 26 July 2025

ଛନ୍ଦା ଚରଣଙ୍କୁ ହୃଦୟ ପଦ୍ମରେ ଥୋଇ

ଛନ୍ଦା ଚରଣଙ୍କୁ ହୃଦୟ ପଦ୍ମରେ ଥୋଇ ବାସୁଦେବଙ୍କୁ ଖୋଜି ବୁଲେ ଦୁଇ ଆଖି ଜୀବନ ଦୀପ ଲିଭି ଯିବା ବହୁ ଆଗରୁ ଥରୁଟିଏ ଦର୍ଶନ ଦେବ ହେ ପ୍ରାଣପକ୍ଷୀ

No comments:

Post a Comment