A flower with 4 petals
Wednesday, 23 July 2025
ଆହାଃ କେତେ ଯେ କରୁଣା ସେହି ଚକାଡ଼ୋଳାରେ
ଆହାଃ କେତେ ଯେ କରୁଣା ସେହି ଚକାଡ଼ୋଳାରେ ଜର ଜରା ପାପ ଲିପ୍ତ ଦେହରେ ମାପି ପାରିଲି କାହିଁ ବାଇଶିପାହାଚ ଦେଇ ଗରୁଡ ପଛରେ ଉଭା ହେଲି ଆଦିକନ୍ଦ ବ୍ରହ୍ମାନନ୍ଦ ଅନନ୍ତ ସୁଖ ଆଖି ପିଛଡ଼ା ନାହିଁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment