Friday, 25 July 2025

ଶ୍ରବଣ ସ୍ମରଣ କୀର୍ତ୍ତନ କର ତୁହି କୃଷ୍ଣ

ଶ୍ରବଣ ସ୍ମରଣ କୀର୍ତ୍ତନ କର ତୁହି କୃଷ୍ଣ ଏକଇ ଜନ୍ମରେ ଲଭ ତୁହି ନନ୍ଦନନ୍ଦନ କୃଷ୍ଣ ଚରଣରେ ଲଗାଇଲେ ତୁହି ମତି ଭକ୍ତି ବଢିବ ଯେସନେ ପ୍ରତିପଦା ଜହ୍ନ

No comments:

Post a Comment