Thursday, 24 July 2025

ମୋ ଜୀବନ ଚଲା ପଥରେ ହେ ଗୋବିନ୍ଦ

ମୋ ଜୀବନ ଚଲା ପଥରେ ହେ ଗୋବିନ୍ଦ ହେ ବାସୁଦେବ ଥାଉ ଏକ ବୈଷ୍ଣବ ଘର ହୃଦୟରେ ସାଇତିଛି କୃଷ୍ଣ ଛନ୍ଦା ଚରଣ ସମ୍ପୂର୍ଣ୍ଣ ସୁରକ୍ଷା ହେବ ହେ ରାଧିକା ବର

No comments:

Post a Comment