Saturday, 19 July 2025

ଏଡିକି ଉଦାର ତୁମର ସେହି ଚକାଡୋଳା ଯୋଡିକ

ଏଡିକି ଉଦାର ତୁମର ସେହି ଚକାଡୋଳା ଯୋଡିକ ମୋ ମନ ହଂସ ଉଡିଯାଇ ବାସକଲା ବ୍ରହ୍ମଦାରୁରେ ଏଡିକି ବିଶାଳ ତୁମର ସେହି ଆକାଶ ବିଶାଳ ବକ୍ଷ ମୋ ଦେହ ଝୁରି ମଲା ଲୋଟିବାକୁ ଛନ୍ଦା ପାଦରେ

No comments:

Post a Comment