Saturday, 19 July 2025

ମୁହିଁ କିବା ତୋତେ ପୂଜିବି ହେ ଭଵ ସାଗର ନାଉରୀ

ମୁହିଁ କିବା ତୋତେ ପୂଜିବି ହେ ଭଵ ସାଗର ନାଉରୀ ହେ କୃଷ୍ଣ ପାରିକରୁ ତୁହି ଅଖିଳ ବିଶ୍ୱ ସ୍ୱୟଂ କାତ ଧରି କେବଳ ପ୍ରେମ ପୂର୍ଣ୍ଣ କୋଟି ସିନ୍ଧୁ ଗଭୀର ଚକାଡୋଳା ହେ କେଶବ ତୋ ଛନ୍ଦାପାଦକୁ ଚିନ୍ତାରେ ଅଛଇ ଭରି

No comments:

Post a Comment