Wednesday, 23 July 2025

ଅଳିକ ସୁଖର ଲାଗି ମୂଢ଼

ଅଳିକ ସୁଖର ଲାଗି ମୂଢ଼ ମାନସରେ ଜଳି ପୋଡି ମରିଯିବା ନୁହେଁ ଉଚିତ କୃଷ୍ଣ ଛନ୍ଦାଚରଣରେ ରଖରେ ଭରସା ହୃଦ ପୂର୍ଣ୍ଣ ହେବ ବ୍ରହ୍ମାନନ୍ଦରେ ପତିତ

No comments:

Post a Comment