A flower with 4 petals
Friday, 25 July 2025
ଚନ୍ଦନ କାଠ ସମାନ ମୁହିଁ ଘୋରି ହୋଇ ସରି ଯାଉଥିବି
ଚନ୍ଦନ କାଠ ସମାନ ମୁହିଁ ଘୋରି ହୋଇ ସରି ଯାଉଥିବି ମୋ ସକଳ ସୁଗନ୍ଧ କେବଳ ସ୍ପର୍ଶ କରି ଚନ୍ଦନ ପେଡିକି ହରେ କୃଷ୍ଣ ହରେ ରାମ ଗାଇ ଉନ୍ମତ ହୋଇ ନାଚୁଥିବି ମୋ କେବଳ କାମନା ଗୋବିନ୍ଦ ଛନ୍ଦା ଚରଣ ଆଡିକି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment