A flower with 4 petals
Saturday, 26 July 2025
ମୋ ଆପଣା ବାଡ଼ିରେ କଷି କାକୁଡି କେତେ ନା କେତେ
ମୋ ଆପଣା ବାଡ଼ିରେ କଷି କାକୁଡି କେତେ ନା କେତେ ମୋ ମନ ମାଙ୍କଡ ପର ବାଡ଼ିରୁ ବାର ବାର କରେ ଚୋରି ଷଡ ବିକାର ହସ୍ତପଦ ବନ୍ଧନ କରି ନିର୍ମମ ପ୍ରହାର କଲେ କାରୁଣ୍ୟ ମୂର୍ତ୍ତି ଗୋବିନ୍ଦଙ୍କୁ ଚିନ୍ତି ଆଖୁଁରୁ ବୁହାଏ ଲୁହ ବାରି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment