A flower with 4 petals
Saturday, 19 July 2025
ନାବ କୂଳରେ ଲଗା ହେ ଗଜ ଅହଲ୍ୟା ପାଞ୍ଚାଳୀ ଉଦ୍ଧାରୀ
ନାବ କୂଳରେ ଲଗା ହେ ଗଜ ଅହଲ୍ୟା ପାଞ୍ଚାଳୀ ଉଦ୍ଧାରୀ ହେ କୃଷ୍ଣ କେଶବ ମଧୁସୂଦନ ତୁହି ଭଵ ସାଗର ନାଉରୀ ମୋ ସାଥିରେ ବହୁ ଅଛି ପାପ ଭାର ଆଉ ଏଗାର ଇନ୍ଦ୍ରିୟ ଆତ୍ମୀୟ ଭାବି ପାରି କର ପୂଣ୍ୟ ନାହିଁ ଦେବାକୁ ଘାଟ ପାରି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment