Thursday, 24 July 2025

ହରେ ରାମ ହରେ ରାମ ରାମ ରାମ ହରେ ହରେ

ହରେ ରାମ ହରେ ରାମ ରାମ ରାମ ହରେ ହରେ ଏକାକ୍ଷରକୁ ଅସମର୍ଥ ଦୁଇ ଅକ୍ଷରକୁ କଲା ଆଶ୍ରା ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ସଂସାର ଅନଳରେ ଜଳୁଛି କରୁଣା କର ବର୍ଷା

No comments:

Post a Comment