Monday, 21 July 2025

ପଥରେ ତୁଳସୀ ବୃକ୍ଷ ଦେଖିଲେ

ପଥରେ ତୁଳସୀ ବୃକ୍ଷ ଦେଖିଲେ ଦେହ କୃଷ୍ଣ ଭାବରେ ବୁଡ଼ିଯାଏ ଚିତ୍ତକୁ ଖୋଜିଲେ ମିଳେ ନାହିଁ କୃଷ୍ଣ ଛନ୍ଦାପାଦରେ ଲାଗିଥାଏ

No comments:

Post a Comment