Wednesday, 23 July 2025

ଆହାଃ କେତେ କେତେ ଯେ ତୁମ୍ଭେ ତାରିଛ ମହାବାହୁ

ଆହାଃ କେତେ କେତେ ଯେ ତୁମ୍ଭେ ତାରିଛ ମହାବାହୁ ଆହାଃ ମନୁଷ୍ୟ ଶରୀର ବହି କିଏ ଅବା ସାରିବ ଗାଇ ଆହାଃ କେତେ କରୁଣା ସମୁଦ୍ର ଗଭୀର ଚକାଡୋଳା ଆହାଃ କିଏ ଅବା ତୁମ୍ଭ କୃପା ବିନା ଛନ୍ଦା ପାଦ ପାଇ

No comments:

Post a Comment