A flower with 4 petals
Thursday, 31 July 2025
କାଳନ୍ଦୀ ହ୍ରଦ କାଳୀୟ ଶିରରେ ଗୋପାଳ ବାଳ ବନମାଳୀ
କାଳନ୍ଦୀ ହ୍ରଦ କାଳୀୟ ଶିରରେ ଗୋପାଳ ବାଳ ବନମାଳୀ ଉଆଁସ ରାତିରେ ଉଇଁଛିକି ସତେ ଅବା କୋଟି ପୁର୍ଣିମା ଜହ୍ନ ମେଘ ଶ୍ୟାମ ଛନ୍ଦା ପାଦ ପିତ ବସନ କମଳ ମଧୁର ଅଧର ଘର୍ମ ପୂରିତ ଚନ୍ଦନ ଚର୍ଚ୍ଚିତ କପୋଳ ମୋହନ ବଂଶୀ ସ୍ଵନ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment