A flower with 4 petals
Saturday, 19 July 2025
ଅଛିଦ୍ରେ ପୁରି ରହିଛୁ ହେ ଅଖିଳ ବ୍ରହ୍ମାଣ୍ଡ ନାଥ
ଅଛିଦ୍ରେ ପୁରି ରହିଛୁ ହେ ଅଖିଳ ବ୍ରହ୍ମାଣ୍ଡ ନାଥ ମୁହିଁ ଯାହା କରଇ ସର୍ବ ତୋର ସେବା ତେଣୁ ସଦା କର୍ଣ୍ଣ ପାତି ବୈଷ୍ଣବ ପିଣ୍ଢାରେ ଜାଗିଅଛି ଆହାଃ ହେ କୃଷ୍ଣ ଥରେ ଶୁଣିବି ମଧୁର ବେଣୁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment