Monday, 21 July 2025

ବାଇଶି ପାହଚରେ ସ୍ୱୟଂ ଓହ୍ଲାଇ ଆସି

ବାଇଶି ପାହଚରେ ସ୍ୱୟଂ ଓହ୍ଲାଇ ଆସି ହେ ଅଧାଗଢା ଦେଖାଇଲ ଛନ୍ଦା ପାଦ କୋଟି ସିନ୍ଧୁ ଗଭୀର ତୁମ ଚକାଡୋଳା ସୁମତି ବୋଲେ ଭାଇ ଦେଖ ବ୍ରହ୍ମାନନ୍ଦ

No comments:

Post a Comment