Thursday, 24 July 2025

କମଳ ଫୁଲ ଫୁଟେ ଗୋଟି ଗୋଟି

କମଳ ଫୁଲ ଫୁଟେ ଗୋଟି ଗୋଟି ହେନା ଫୁଲ ଫୁଟେ ପେନ୍ଥା ପେନ୍ଥା ଅଛିଦ୍ରେ ପୂରିଅଛୁ ଅନ୍ତର ବାହାରେ ବୈଷ୍ଣବ ପିଣ୍ଢାରେ ପାରିଲି ମୁଁ କନ୍ଥା

No comments:

Post a Comment