Saturday, 5 July 2025

ନାମ ସ୍ମରଣ ଅଟେ ମହାଧନ

ନାମ ସ୍ମରଣ ଅଟଇ ମହାଧନ କରଇ ସକଳ ବିପଦ ଭଞ୍ଜନ ହରି ନାମ ସ୍ୱୟଂ ବଂଶୀଧାରୀ ଚିନ୍ତନ ଭକତ ହୃଦୟ ଚନ୍ଦନ

No comments:

Post a Comment