Friday, 1 August 2025

ହେ ମୋହନ ବଂଶୀ ତୁମ୍ଭେ ସର୍ବ ଭୁତବାସା

ହେ ମୋହନ ବଂଶୀ ତୁମ୍ଭେ ସର୍ବ ଭୁତବାସା ଏହି ମନ ମୋ ଛନ୍ଦା ଚରଣରେ କଲା ବସା ଶରଦ ଆକାଶ ଦେହ ଶିରରେ ଶିଖୀ ପୁଚ୍ଛ ଥରେ ଦର୍ଶନ ଦିଅ ଆଉ ନାହିଁ କିଛି ଆଶା

No comments:

Post a Comment