Friday, 1 August 2025

ନୟନ ପଥରେ ଥରୁଟିଏ ଦୃଶ୍ୟ ହୁଅ ହେ ଗୋବିନ୍ଦ

ନୟନ ପଥରେ ଥରୁଟିଏ ଦୃଶ୍ୟ ହୁଅ ହେ ଗୋବିନ୍ଦ ସର୍ବାଙ୍ଗରେ ଥରେ ବୋଳି ହେବି ଛନ୍ଦାଚରଣ ଧୂଳି କୁମୁଦ ଚନ୍ଦ୍ରମାକୁ କମଳ ସୂର୍ଯ୍ୟକୁ ଯେମିତି ଚାହେଁ ସେହି ଭାବରେ ମୋର ଅପେକ୍ଷା ଆସ ବନମାଳୀ

No comments:

Post a Comment