A flower with 4 petals
Sunday, 2 November 2025
ସମ୍ପୂର୍ଣ୍ଣ ଅସହାୟ ପାଞ୍ଚାଳୀର ତୁମ୍ଭେ ମାନ ହେ ବାସୁଦେବ
ସମ୍ପୂର୍ଣ୍ଣ ଅସହାୟ ପାଞ୍ଚାଳୀର ତୁମ୍ଭେ ମାନ ହେ ବାସୁଦେବ ହେ ନାରାୟଣ ତୁମ୍ଭେ ସମ୍ପୂର୍ଣ୍ଣ ଅସହାୟ ଅହଲ୍ୟା ଜୀବନ ସମ୍ପୂର୍ଣ୍ଣ ଅସହାୟ ପଞ୍ଚପାଣ୍ଡଵ ତୁମ୍ଭେ ପ୍ରାଣ ହେ ନନ୍ଦବାଳ ତୁମ୍ଭ ଛନ୍ଦାପାଦେ ସମ୍ପୂର୍ଣ୍ଣ ଅସହାୟ ରାମ ପଶିଲା ଶରଣ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment